Award: ୟୁନିୟନ ବ୍ୟାଙ୍କକୁ ରାଜଭାଷା ପୁରସ୍କାର

50 minutes ago 1
ARTICLE AD BOX

ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟ ଅନ୍ତର୍ଜାତୀୟ ବାର୍ଷିକ ରାଜଭାଷା କ୍ରିୟାନ୍ବୟନ ସମ୍ମିଳନୀରେ ପୁରସ୍କୃତ ହୋଇଛି। ବ୍ୟାଙ୍କ ଓ ବୀମା କମ୍ପାନିଗୁଡ଼ିକ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଭାଷା ଉତ୍କୃଷ୍ଟ ପୁରସ୍କାର ବର୍ଗରେ ୟୁନିୟନ ବ୍ୟାଙ୍କର...

 ୟୁନିୟନ ବ୍ୟାଙ୍କକୁ ରାଜଭାଷା ପୁରସ୍କାର

ଭୁବନେଶ୍ବର: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟ ଅନ୍ତର୍ଜାତୀୟ ବାର୍ଷିକ ରାଜଭାଷା କ୍ରିୟାନ୍ବୟନ ସମ୍ମିଳନୀରେ ପୁରସ୍କୃତ ହୋଇଛି। ବ୍ୟାଙ୍କ ଓ ବୀମା କମ୍ପାନିଗୁଡ଼ିକ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଭାଷା ଉତ୍କୃଷ୍ଟ ପୁରସ୍କାର ବର୍ଗରେ ୟୁନିୟନ ବ୍ୟାଙ୍କର ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ ହିନ୍ଦୀ ପରାମର୍ଶଦାତା କମିଟିର ସଦସ୍ୟ ଡ. ବିପିନ କୁମାରଙ୍କଠାରୁ ବ୍ୟାଙ୍କର ଭୁବେନଶ୍ବର କ୍ଷେତ୍ରୀୟ ମୁଖ୍ୟ ତୁଷାରକାନ୍ତ କର ଓ ରାଜଭାଷା ଅଧିକାରୀ ଅଜୟ କୁମାର ପ୍ରସାଦ ପୁରସ୍କାର ବାବଦ ସିଲ୍‌ଡ ଗ୍ରହଣ କରିଛନ୍ତି।

Bank Employee: ବ୍ୟାଙ୍କ କର୍ମଚାରୀଙ୍କ ନିରୀହ ବିଧବାଙ୍କୁ ଟାର୍ଗେଟ୍: ବୀମା ଟଙ୍କା ନାଁରେ ୭୦ ହଜାରରୁ ଅଧିକ ଆଦାୟ, ଦୁର୍ବ୍ୟବହାର ଓ ଅସଦାଚରଣ ନେଇ ମଧ୍ୟ ଅଭିଯୋଗ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.