Asian Games: ଉଷୁ ଫାଇନାଲ୍‌ରେ ରୋଶିବିନା

5 days ago 5
ARTICLE AD BOX

ଲଗାତାର ତୃତୀୟ ଏସୀୟ କ୍ରୀଡ଼ା ପଦକ ପକ୍କା କରି ହ୍ୟାଟ୍ରିକ୍‌ ଅର୍ଜନ କରିଥିବା ଭାରତୀୟ ଉଷୁ ଖେଳାଳି ନାଓରେମ ରୋଶିବିନା ଦେବୀ ଏବେ ସ୍ବର୍ଣ୍ଣ ଦୌଡ଼ରେ ସାମିଲ ହୋଇଛନ୍ତି। ୨୦୧୮ ଓ ୨୦୨୩ ସଂସ୍କରଣରେ ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ଜିତିଥିବା ରୋଶିବିନା ବୁଧବାର ୬୦ କିଲୋଗ୍ରାମ୍‌ ସେମିଫାଇନାଲ୍‌ରେ ଇଣ୍ଡୋନେସିଆର ତାନିଆ କୁସୁମାନିଙ୍ଗ୍‌ତିଆସ୍‌ଙ୍କୁ ୨-୦ରେ ମାତ୍‌ ଦେଇ ଫାଇନାଲ୍‌ରେ ପହଞ୍ଚିଛନ୍ତି।

ପଦକର ରଙ୍ଗ ବଦଳାଇବା ଦ୍ବାରର ନିକଟବର୍ତ୍ତୀ

ଫଳରେ ସେ ପଦକର ରଙ୍ଗ ବଦଳାଇବା ଦ୍ବାରର ନିକଟବର୍ତ୍ତୀ ହୋଇଛନ୍ତି। ଗୁରୁବାର ଫାଇନାଲ୍‌ରେ ସେ ଚୀନ୍‌ର ଜିଆଓୟୁ ଝାଙ୍ଗ୍‌ଙ୍କୁ ଭେଟିବେ। ପ୍ରଥମ ସେମିଫାଇନାଲ୍‌ରେ ଝାଙ୍ଗ୍‌ ଡବ୍‌ଲ୍ୟୁପିଡିରେ ଭିଏତ୍‌ନାମ୍‌ର ଥି ଥୁ ଥୁଇ ଗୁଏଁଙ୍କୁ ପରାସ୍ତ କରିଥିଲେ।

Satellite Launch: ମହାକାଶରେ ଚୀନ୍ ଉପଗ୍ରହ ‘ଦିତିଙ୍ଗ’: କାନପାତି ପୃଥିବୀରୁ ଶବ୍ଦ ଶୁଣି ଚିହ୍ନଟ କରିବ ବସ୍ତୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.