Arshdeep Singh: ଶ୍ରୀନାଥ, ସାମିଙ୍କ କ୍ଲବ୍‌ରେ ଅର୍ଶଦୀପ

58 minutes ago 1
ARTICLE AD BOX

ଅକ୍‌ଲାଣ୍ଡ:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଅର୍ଶଦୀପ ସିଂହ ୪ ୱିକେଟ୍‌ ନେଇ ଭାରତୀୟ କିଂବଦନ୍ତି ଜାଭଗଲ ଶ୍ରୀନାଥ ଓ ମହମ୍ମଦ ସାମିଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଶ୍ରୀନାଥ ଓ ସାମିଙ୍କ ପରେ ସେ ତୃତୀୟ ଭାରତୀୟ ଦ୍ରୁତ ବୋଲର ଭାବେ ନ୍ୟୁଜିଲାଣ୍ଡରେ ଏହି ସଫଳତା ପାଇଛନ୍ତି। ତାଙ୍କ ୧୦ ଓଭରରେ ୪/୭୦ ସ୍ପେଲ୍‌ ନ୍ୟୁଜିଲାଣ୍ଡରେ ଭାରତୀୟ ଦ୍ରୁତ ବୋଲରଙ୍କ ମଧ୍ୟରେ ଚତୁର୍ଥ ଶ୍ରେଷ୍ଠ।

ପ୍ରଥମ ସ୍ଥାନରେ ଦୁଇ ସ୍ଥାନରେ ଶ୍ରୀନାଥ (୪/୨୩, ଅକଲାଣ୍ଡ, ୨୦୨୩ ଓ ୪/୫୨, ନାପିଏର ୧୯୯୫) ରହିଥିଲା ବେଳେ ସାମି (୪/୫୫, ନାପିଏର, ୨୦୧୪) ତୃତୀୟରେ ରହିଛନ୍ତି। ଭାରତୀୟ ଭାବେ ନ୍ୟୁଜିଲାଣ୍ଡରେ ଶ୍ରେଷ୍ଠ ବୋଲିଂ ଫିଗର ସ୍ପିନ୍‌ କିଂବଦନ୍ତି ଅନୀଲ କୁମ୍ବଲେ (୫/୩୩, ୱେଲିଂଟନ୍‌, ୧୯୯୪)ଙ୍କ ନାଁରେ ରହିଛନ୍ତି।

Cricket: ରଗ୍‌ବି କିଂବଦନ୍ତି ମିଲାମୁଙ୍କୁ ଭେଟିଲେ ଗିଲ୍‌, କୋହଲି, ରୋହିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.