Another Low Pressure Over Bay of Bengal: Heavy Rain Alert For Odisha | Argus News

1 hour ago 1
ARTICLE AD BOX


Another Low Pressure Over Bay of Bengal: Heavy Rain Alert For Odisha | Argus News ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି। ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଏବଂ ସଂଲଗ୍ନ ଛତିଶଗଡ଼, ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାସହ ଏକ ନିମ୍ନଚାପ ରେଖା ସୁନ୍ଦରଗଡ଼, ଅନୁଗୁଳ, ଖୋର୍ଦ୍ଧା ମଧ୍ୟ ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆଗାମୀ କିଛି ଦିନ ରାଜ୍ୟରେ ବର୍ଷା ଲାଗି ରହିବ। କେତେକ ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆଜି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ବଲାଙ୍ଗିର ସମେତ ଉତ୍ତର ଓଡ଼ିଶାର କେତେକ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୫ ଅଗଷ୍ଟରେ ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି ହୋଇଛି। ୧୩ ଅଗଷ୍ଟରୁ ପୁଣି ବଢ଼ିବ ବର୍ଷା । Odisha is on high alert as another low-pressure area is likely to form over the Bay of Bengal around August 13-14. This system is expected to trigger heavy rainfall across coastal and northern Odisha from August 13. The Meteorological Department has issued a yellow alert for several districts, warning of thunderstorms and wind speeds reaching up to 40 kmph. Districts like Malkangiri, Koraput, Jajpur, and Kendrapara are expected to witness intense spells. Stay tuned to Argus News for the latest weather updates, rainfall data, and safety warnings from across the state. #OdishaWeather #RainAlert #LowPressure #WeatherUpdate #OdishaRain #IMDAlert #Monsoon2026 #CycloneUpdate #HeavyRain #BayOfBengal #WeatherNews #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.