Amit Shah Presents 'President’s Police Colour' to Puducherry Police | Historic Moment | Argus News

1 hour ago 1
ARTICLE AD BOX


Amit Shah Presents 'President’s Police Colour' to Puducherry Police | Historic Moment | Argus News କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଡୁଚେରୀର ଗୋରିମେଡୁ ସ୍ଥିତ ପୋଲିସ ଗ୍ରାଉଣ୍ଡରେ ପହଞ୍ଚି ପୁଡୁଚେରୀ ପୋଲିସକୁ ସମ୍ମାନଜନକ 'ରାଷ୍ଟ୍ରପତି ପୋଲିସ କଲର୍' ପୁରସ୍କାର ପ୍ରଦାନ କରିଛନ୍ତି‌। ପୁଡୁଚେରୀ ପୋଲିସ ବାହିନୀର ଅସାଧାରଣ ସେବା, ଶୃଙ୍ଖଳା ଏବଂ ଉଲ୍ଲେଖନୀୟ ସଫଳତାକୁ ସ୍ବୀକୃତି ଦେଇ ଭାରତ ସରକାରଙ୍କ ପକ୍ଷରୁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି‌। ଗୋରିମେଡୁ ସ୍ଥିତ ପୋଲିସ ଟ୍ରେନିଂ ସ୍କୁଲ ପଡ଼ିଆରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଗୃହମନ୍ତ୍ରୀ ପୁଡୁଚେରୀ ପୋଲିସ ବାହିନୀକୁ ଆନୁଷ୍ଠାନିକ ଭାବେ 'କଲର୍ ପ୍ରତୀକ' ହସ୍ତାନ୍ତର କରିଛନ୍ତି। ଏହି ଗୌରବ ଜନକ ସମ୍ମାନ ମିଳିବା ପରେ ଏବେ ପୁଡୁଚେରୀ ପୋଲିସର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି କନଷ୍ଟେବଳଙ୍କ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ସେମାନଙ୍କ ୟୁନିଫର୍ମର ବାମ ହାତରେ ଏକ ସ୍ବତନ୍ତ୍ର 'ପ୍ରେସିଡେଣ୍ଟ କଲର୍ ବ୍ୟାଜ୍' ପିନ୍ଧିବାର ଅଧିକାର ପାଇଛନ୍ତି। ଏହି ଅବସରରେ ପୁଡୁଚେରୀ ପୋଲିସର ବିଭିନ୍ନ ବିଭାଗ ପକ୍ଷରୁ ଏକ ଆକର୍ଷଣୀୟ ମାର୍ଚ୍ଚ ପାଷ୍ଟ ଓ ପରେଡ୍ ପ୍ରଦର୍ଶନ କରାଯାଇଥିଲା, ଯାହାର ସଲାମୀ ଗୃହମନ୍ତ୍ରୀ ଗ୍ରହଣ କରିଥିଲେ। Union Home Minister Amit Shah presented the prestigious 'President’s Police Colour' award to the Puducherry Police at a grand ceremony held at the Gorimedu Police Grounds. This supreme honour recognizes the Puducherry Police Force's outstanding service, discipline, and remarkable achievements. During the event, the Home Minister officially handed over the 'Colour Symbol' and took the salute at an impressive march past by various police contingents. Following this recognition, all officers and personnel of the Puducherry Police will now wear a special 'President’s Colour Badge' on their uniforms. Watch the highlights of this historic event. #AmitShah #PuducherryPolice #PresidentsPoliceColour #HomeMinister #PoliceAward #Puducherry #LawAndOrder #IndianPolice #NationalNews #PoliceParade #AmitShahInPuducherry #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.