Ambulance Accident: ଭଦ୍ରକରେ ଆମ୍ବୁଲାନ୍ସ ଦୁର୍ଘଟଣା: ୨ ମୃତ

1 hour ago 2
ARTICLE AD BOX

ଭଦ୍ରକର ତ୍ରିଶୁଳପୁର ଛକରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ। ବାଲେଶ୍ୱରରୁ ରୋଗୀଙ୍କୁ ନେଇ କଟକ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ତଦନ୍ତ ଆରମ୍ଭ କଲା ପୁଲିସ।

 (sambad.in) Two people were killed Photograph: (sambad.in)

ଭଦ୍ରକ: ଭଦ୍ରକରେ ଆଜି ସକାଳେ ଏକ ମର୍ମନ୍ତୁଦ ଆମ୍ବୁଲାନ୍ସ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ତ୍ରିଶୁଳପୁର ଛକରେ ଉକ୍ତ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆମ୍ବୁଲାନ୍ସ ବାଲେଶ୍ବରରୁ ରୋଗୀଙ୍କୁ ନେଇ କଟକ ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Encounter: ଜଙ୍ଗଲ ଭିତରେ ଏନକାଉଣ୍ଟର: ଡାକ୍ତରଖାନାରେ ଭର୍ତ୍ତି ହେଲା କୁଖ୍ୟାତ ଅପରାଧୀ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.