Actress Mili Mohanty Reveals Her 30-Year Untold Acting Journey | Ajira Atithi | Argus News

1 day ago 2
ARTICLE AD BOX


Actress Mili Mohanty Reveals Her 30-Year Untold Acting Journey | Ajira Atithi | Argus News ଅଭିନୟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଲୋକପ୍ରିୟ ଅଭିନେତ୍ରୀ ମିଲି ମହାନ୍ତି ଖୋଲିଛନ୍ତି ନିଜ ଜୀବନର ଅକୁହା ସଂଘର୍ଷ କାହାଣୀ। ପରିବାରର ବିରୋଧଠାରୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ କଡ଼ା ଶାସନ ପର୍ଯ୍ୟନ୍ତ କିଭଳି ଥିଲା ତାଙ୍କର ଯାତ୍ରା, ତାହା ବଖାଣିଛନ୍ତି ‘ଆଜିର ଅତିଥି’ କାର୍ଯ୍ୟକ୍ରମରେ। ଜାଣନ୍ତୁ ତାଙ୍କ ଅଭିନୟ ଜୀବନର ଅନେକ ଅଜଣା ରହସ୍ୟ ଏହି ସ୍ୱତନ୍ତ୍ର ସାକ୍ଷାତକାରରେ। In this exclusive episode of 'Ajira Atithi', veteran Odia actress Mili Mohanty opens up about her inspiring 30-year journey in the Odia film and television industry. From overcoming strict family opposition and navigating early struggles on set to embracing memorable negative roles in hit serials, she candidly shares the untold truths of her career. Discover the passion, resilience, and personal sacrifices that shaped her path as an artist. Watch the full unfiltered interview to know more about her inspiring life story, struggles, and acting experiences only on Argus News. #AjiraAtithi #MiliMohanty #OllywoodActress #OdiaCinema #CelebrityInterview #ExclusiveInterview #OdiaFilmIndustry #OllywoodTalkShow #ActressInterview #EntertainmentNews #OdiaCelebrity #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. Key Moments ------------------------ 00:00 - ହାଇଲାଇଟ୍ସ (Highlights) 01:17 - 'ଆଜିର ଅତିଥି'ରେ ମିଲି ମହାନ୍ତି (Welcome & Intro) 02:14 - ଅଭିନୟ କ୍ଷେତ୍ରକୁ ପ୍ରବେଶ ଓ ସ୍ୱପ୍ନ 03:44 - ପରିବାରର ବିରୋଧ ଓ ସଂଘର୍ଷ 06:18 - ଘରେ ଅଶାନ୍ତି ଓ ଲୁଚିକରି ସୁଟିଂ 07:44 - ଚ୍ୟାଲେଞ୍ଜିଂ ଚରିତ୍ରର ଅପେକ୍ଷା 10:14 - ବରିଷ୍ଠ କଳାକାରଙ୍କ ସହ ଅନୁଭୂତି 12:18 - ନିର୍ଦ୍ଦେଶକଙ୍କ ଶାସନ ଓ ସେଦିନର ଚାପୁଡ଼ା! 15:38 - ଖଳନାୟିକା ଚରିତ୍ର ଓ 'ତୁଳସୀ' ସିରିଏଲ 17:10 - ସିନେମା ବନାମ ସିରିଏଲ 18:41 - ବାହାଘର ପରର ସଂଘର୍ଷ 22:17 - ନିଜ ଜୀବନର ହିରୋଇନ ମୁଁ (Conclusion) **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.