ARTICLE AD BOX
ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଓ ବାଇକ୍ ମୁଁହାମୁହିଁ ଧକ୍କା ହୋଇଛି l କାରଟି ଭାରସାମ୍ୟ ହରାଇ ବେଦବ୍ୟାସ ଟିସିଆଇ ନିକଟ ଏକ ହୋଟେଲ ଭିତରକୁ ପଶି ଯାଇଥିଲା l କାର ଚାଳକ ଓ ବାଇକ ଆରୋହୀ ଆହତ ହୋଇଛନ୍ତି l
car accident Photograph: (sambad.in)ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଓ ବାଇକ୍ ମୁଁହାମୁହିଁ ଧକ୍କା ହୋଇଛି l କାରଟି ଭାରସାମ୍ୟ ହରାଇ ବେଦବ୍ୟାସ ଟିସିଆଇ ନିକଟ ଏକ ହୋଟେଲ ଭିତରକୁ ପଶି ଯାଇଥିଲାl
ପୁଲିସର ତଦନ୍ତ ଜାରି
କାର ଚାଳକ ଓ ବାଇକ ଆରୋହୀ ଆହତ ହୋଇଛନ୍ତି l ଦୁହିଁଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ବ୍ରାହ୍ମଣୀତରଙ୍ଗ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ଜବତ କରି ଘଟଣାର ତଦନ୍ତ ଚଳାଇଛି l
Baitarani River: ଘାଇ ମରାମତି ହୋଇଥିବା ସ୍ଥାନର ୩ ଫୁଟ ଉଚ୍ଚତାରେ ବନ୍ୟା ଜଳ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


