ARTICLE AD BOX
କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧୃପଦାଠାରେ ବାଇକକୁ ଧକ୍କା ଦେଲା ଟ୍ରକ୍ | ଏହି ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ ।
/sambad/media/media_files/2026/09/23/hshhshs-2026-09-23-11-46-38.png)
କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧୃପଦାଠାରେ ବାଇକକୁ ଧକ୍କା ଦେଲା ଟ୍ରକ୍ | ଏହି ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଗୋଟିଏ ବାଇକରେ ଜଣେ ପୁରୁଷ ଓ ମହିଳା ଯାଉଥିବାବେଳେ ପଛରୁ ଏକ ଟ୍ରକ ଦ୍ରୁତ ଗତିରେ ଆସି ଉଭୟଙ୍କ ଉପରେ ଚଢ଼ି ଯାଇଥିଲା। ମହିଳାଙ୍କୁ ଟ୍ରକ ଚକାତଳେ ପ୍ରାୟ ୨୦୦ ମିଟର ଘୋଷାଡ଼ି ନେଇଥିବା ବେଳେ ତାଙ୍କର ଶରୀର ଖଣ୍ଡ ବିଖଣ୍ଡିତ ହୋଇପଡ଼ିଛି। ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

5 days ago
6


