40 Years Of Struggle: Koraput Villagers Risk Lives On Unsafe Boats Due To Incomplete Bridge

44 minutes ago 1
ARTICLE AD BOX


40 Years Of Struggle: Koraput Villagers Risk Lives On Unsafe Boats Due To Incomplete Bridge | Argus News କୋରାପୁଟ ଦଶମନ୍ତପୁର ଓ ବୋରିଗୁମ୍ମା ସୀମାନ୍ତ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ | ଦୁଇ ବ୍ଲକକୁ ଲାଗି ରହିଛି ମୁରାନ ନଦୀ। ଯାହାକି ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପ ସହ ସଂଯୁକ୍ତ ହୋଇଛି। ମୁରାନ ନଦୀ ଏବଂ ଇନ୍ଦ୍ରାବତୀ ପ୍ରକଳ୍ପକୁ ଲାଗି ରହିଥିବା ଅନେକ ଗ୍ରାମର ଲୋକେ ଆଜି ମଧ୍ୟ ନଦୀ ପାର ହେବା ପାଇଁ କାଠ ଡଙ୍ଗା ଏବଂ କମାଣ୍ଡର ଭଳି ଅସୁରକ୍ଷିତ ଯାନ ଉପରେ ଭରସା କରିବାକୁ ବାଧ୍ୟ ହେଉଛନ୍ତି। ବ୍ଲକ ସଦର ମହକୁମାକୁ ସଡ଼କ ପଥରେ ଯିବାକୁ ପଡ଼ିଲେ ୧୦୦ ରୁ ୨୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ବଢ଼ିଯାଏ। କିନ୍ତୁ ନଦୀ ପାର ହେଲେ ରାସ୍ତା ଅନେକ କମିଯାଉଥିବାରୁ ଲୋକେ ଜୀବନକୁ ବାଜି ଲଗାଇ ଏହି ଜଳପଥ ବାଛିବାକୁ ବାଧ୍ୟ ହେଉଛନ୍ତି। କମାଣ୍ଡର ଗାଡ଼ିଗୁଡ଼ିକରେ କ୍ଷମତାଠାରୁା ଅଧିକ ଲୋକଙ୍କ ସହ ବ୍ୟାଗ୍, ଚାଉଳ ବସ୍ତା ଏବଂ ବାଇକ୍ ଆଦି ବୋଝେଇ ହୋଇ ଯାତାୟାତ କରାଯାଉଛି। ଏହି ସମସ୍ୟା ଗୋଟିଏ ଦିନର ନୁହେଁ, ବରଂ ପ୍ରାୟ ୪୦ ବର୍ଷ ଧରି ଲୋକେ ଏହିଭଳି ଭାବେ ନଦୀ ପାର ହୋଇଆସୁଛନ୍ତି। ୪୦ ବର୍ଷର ଦୀର୍ଘ ଅପେକ୍ଷା ଓ ଆଶା ପରେ ଲୋକଙ୍କ ସୁବିଧା ପାଇଁ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଲୋକେ ଆଶା କରିଥିଲେ ଯେ ପୋଲ ହେଲେ ଯାତାୟାତ ସହଜ ହେବ ଏବଂ ଡଙ୍ଗା ଯାତ୍ରା ବନ୍ଦ ହେବ। କିନ୍ତୁ ପୋଲ ନିର୍ମାଣ ଆରମ୍ଭ ହେବାର ପ୍ରାୟ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। The residents of Dasmantpur and Borigumma border areas in Koraput district continue to face life-threatening challenges due to a lack of proper connectivity. For over 40 years, villagers have relied on unsafe wooden boats and overloaded "Commander" vehicles to cross the Muran River, which connects to the Indravati reservoir. While traveling by road adds 100-200 km to their journey, the water route is shorter but extremely dangerous. Despite bridge construction starting eight years ago, the project remains incomplete, leaving thousands in distress. Watch this exclusive report on the ground reality of rural connectivity in Koraput only on Argus News. #Koraput #OdishaNews #RuralConnectivity #MuranRiver #IndravatiProject #BridgeConstruction #Dasmantpur #Borigumma #GroundReport #VillagersStruggle #SafeTravel #InfrastructureDelay #BreakingNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.