ARTICLE AD BOX
₹3 Crore Scam In Tirtol Block: Vigilance Arrests Two Officials Over Corruption | Argus News ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକରେ ୩ କୋଟି ରୁ ଅଧିକ ଟଙ୍କା ଘୋଟଲା ମାମଲାରେ କଟକ ଭିଜିଲାନ୍ସ ଦୁଇ ଜଣଙ୍କୁ ଗିରଫ ମିଳିଛି । ଗତ ଛଅ ମାସ ତଳେ ବ୍ଲକ ରେ ଅଡିଟ ରେ ଘୋଟଲା କୁ ଧରିବାପରେ ତିର୍ତ୍ତୋଲ ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ ତିର୍ତ୍ତୋଲ ଥାନାରେ ତିନି ଜଣଙ୍କ ନାଁ ରେ ଏତଲା ଦେଇଥିଲେ। କଟକ ଭିଜିଲାନ୍ସ ବିଭାଗ ର ଏକ ଟିମ୍ ଅବସର ପ୍ରାପ୍ତ ପଞ୍ଚାୟତ ଅଧିକାରୀ ପ୍ରଦୀପ୍ତ କୁମାର ମଲ୍ଲିକ ଓ ନାଉଗାଁ ତହସିଲ ରେ କିଯ୍ୟରତ ଭଞ୍ଜ ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ତିର୍ତ୍ତୋଲ ବ୍ଲକ ରେ କଟକ ଭିଜିଲାନ୍ସ ବିଭାଗ ର ଏକ ଟିମ୍ ପହଞ୍ଚି ଆଜି ସମସ୍ତ କାଗଜପତ୍ର ଯାଞ୍ଚ କରିବା ସହିତ ଆବଶ୍ୟକୀୟ କାଗଜ ପତ୍ର ସିଜ୍ କରିଥିଲା । ଅନ୍ୟ ଜଣେ ଯନ୍ତ୍ରୀ ରାଜଦୀପୀ ହାଁସଦା ଙ୍କ ପୂର୍ବରୁ ମୃତ୍ୟୁ ଘଟିଛି। ଭଞ୍ଜ କିଶୋର ବେହେରା ନିଜ ନାମରେ ୧ କୋଟି ୭୪ ଲକ୍ଷ ୩୫ ହଜାର ୫୮୦ ଟଙ୍କା, ସହକାରୀ ଯନ୍ତ୍ରୀ ରାଜଦୀପ ହାଁସଦା ଙ୍କ ନାମରେ ୪୨ ଲକ୍ଷ ୫୯ ହଜାର ୪୨୦ ଟଙ୍କା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ମଲ୍ଲିକ ଙ୍କ ନାମରେ ୮୬ ଲକ୍ଷ ଟଙ୍କା ଆର୍ଥିକ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା। The Cuttack Vigilance team has arrested two officials in connection with a massive financial scam exceeding ₹3 crore in the Tirtol block of Jagatsinghpur district. Following a block audit six months ago, Tirtol BDO Girija Shankar Mallick filed an FIR against three individuals. The arrested include retired PEO Pradipta Kumar Mallick and Naugaon Tehsil employee Bhanja Kishore Behera, while the third accused, engineer Rajdeep Hansda, is deceased. Vigilance officials visited the block office to seize documents and investigate the embezzlement of public funds worth crores. Stay tuned to Argus News for more updates on this corruption investigation. #TirtolScam #VigilanceRaid #CorruptionExposed #Jagatsinghpur #OdishaPolitics #FinancialFraud #VigilanceArrest #OdishaGovernment #PublicFunds #TirtolNews #InvestigationUpdate #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 hours ago
2


