20,000 Kaudias Gather at Dhabaleswar Temple for Shravan 2nd Monday | Argus News

2 hours ago 1
ARTICLE AD BOX


20,000 Kaudias Gather at Dhabaleswar Temple for Shravan 2nd Monday | Argus News ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର। ଯାହାକୁ ନେଇ ଚଳଚଞ୍ଚଳ ରାଜ୍ୟର ପ୍ରତ୍ୟେକ ଶୈବ ପୀଠ। ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ସମାଗମ ଦେଖିବାକୁ ମିଳୁଛି। ସେହିପରୀ ଧବଳେଶ୍ୱରଙ୍କ ରୀତିନୀତି ଶେଷ ପରେ ଜଳାଭିଷେକ ଆରମ୍ଭ ହୋଇଛି l ପ୍ରଭୁ ବଡ଼ ସିଂଘାର ମହାକାଳ ବେଶରେ ଦର୍ଶନ ଦେଉଛନ୍ତି ଭକ୍ତ ମାନଙ୍କୁ l ଗଡ଼ଗଡିଆଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ଜଳ ଭାର କାନ୍ଧେଇ କାଉଡିଆ ମାନେ ଚାଲିଚାଲି ଆସି ପହଞ୍ଚିଛନ୍ତି l ନିଜର ଆସ୍ତା ଓ ବିଶ୍ୱାସକୁ ନେଇ ମାନସିକ ପୂରଣ ନିମନ୍ତେ ଆସି ପହଞ୍ଚିଛନ୍ତି l ମହାନଦୀରେ ଅଧିକ ଜଳ ଥିବାରୁ ଅସ୍ଥାୟୀ ଶୌଚାଳୟ ଗୁଡିକ କରାଯଇଛି l ଆଜି ଦ୍ୱିତୀୟ ସୋମବାର ରେ ପାଖାପାଖି 15 ରୁ 20 ହଜାର କାଉଡିଆ ଙ୍କ ସମାଗମ ଦେଖିବାକୁ ମିଳିଛି l On the second Monday of the holy Shravan month, Dhabaleswar Temple witnessed a massive influx of devotees. Around 15,000 to 20,000 Kaudias arrived after trekking from places like Gadagadia Ghat to offer holy water to Lord Shiva. The deity appeared in the divine 'Mahakal Besha', attracting thousands for a glimpse. Despite the high water level in Mahanadi, special arrangements including temporary toilets have been made for the pilgrims. Watch the complete spiritual coverage of the Shravan rush and rituals at the famous Dhabaleswar Peetha only on Argus News. DhabaleswarTemple #ShravanMonday #BolBam #KaudiaRush #MahakalBesha #OdishaTemples #Mahanadi #SpiritualOdisha #HarHarMahadev #CuttackNews #Shravan2024 #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.